ଗ୍ରାହକ ଜୋନ୍

ବିଲ୍ ପୈଠ କରନ୍ତୁ

ଟିପିଏନ୍ଓଡିଏଲ୍ ବିଜୁଳି ବିଲ୍ ପୈଠ କରନ୍ତୁ ଅନଲାଇନରେ

ଉତ୍ତର-ଓଡିଶାରେ ଖୁବ୍ ସହଜରେ ବିଦ୍ୟୁତ ବିଲ୍ ପୈଠ କରନ୍ତୁ । ବିଜୁଳି ବିଲ୍ ଦାଖଲ କରିବା ପାଇଁ ଦୀର୍ଘ ଲମ୍ବମାନ ଧାଡିରୁ ନିବୃତ୍ତ ରୁହନ୍ତୁ ଏବଂ କୋଭିଡ୍ -୧୯ ମହାମାରୀ ପରି ଦୁଃସମୟରେ ପୈଠ ଅଫିସ ପରିଦର୍ଶନରୁ କ୍ଷାନ୍ତ ହୁଅନ୍ତୁ ଏବଂ ଅନଲାଇନରେ ଖୁବ୍ ସହଜରେ ବିଲ୍ ଦାଖଲ କରନ୍ତୁ।

ଅନଲାଇନରେ ଟିପିଏନ୍ଓଡିଏଲ୍, ଓଡିଶା ବିଜୁଳି ବିଲ୍ ଦାଖଲ କରିବା ପାଇଁ ନିମ୍ନଲିଖିତ ଧାରା ଗୁଡିକ ଅନୁସରଣ କରନ୍ତୁ।:

  • ଆମର ୱେବସାଇଟ https://www.tpnodl.com/କୁ ଆସନ୍ତୁ
  • ରେ କ୍ଲିକ କରନ୍ତୁ।
  • ଚୟନ କରନ୍ତୁ।
  • ମଧ୍ୟରୁ ଚୟନ କରନ୍ତୁ।
  • ପାଇଁ ଆପଣ କଂଜ୍ୟୁମର୍ ପୋର୍ଟାଲକୁ ରି ଡାଇରେକ୍ଟ ହେବେ।
  • ନିଜର Consumer Number (ଉପଭୋକ୍ତା ସଂଖ୍ୟା) ଦାଖଲ କରନ୍ତୁ ଏବଂ ଆଗକୁ ବଢନ୍ତୁ। ଆମର ସୁରକ୍ଷିତ ପେମେଣ୍ଟ ଗେଟୱେ ମାଧ୍ୟମରେ ନିଜର ବିଲ୍ ଅନଲାଇନ ପୈଠ କରନ୍ତୁ।

ନିମ୍ନଲିଖିତ ଲିଂକରେ ନିଜର Consumer Number (ଉପଭୋକ୍ତା ସଂଖ୍ୟା) ଦାଖଲ କରି ନନ୍-ଏନର୍ଜି ଡିମାଣ୍ଡ ନୋଟ୍ କିମ୍ବା ଆପେକ୍ଷିକତା ଜାଣିପାରିବେ। :

ଟିପିଏନ୍ଓଡିଏଲ୍,ଓଡିଶା ଅନଲାଇନ୍ ଇଲେକ୍ଟ୍ରି ବିଲ୍ ପୈଠ ସମ୍ବନ୍ଧୀୟ କୌଣସି ସମସ୍ୟା ପାଇଁ ଯୋଗାଯୋଗ କରନ୍ତୁ

ମେଲ୍: customercare@tpnodl.com

କିମ୍ବା

୧୮୦୦-୩୪୫-୬୭୧୮ (ଦେୟମୁକ୍ତ)

ଟିପିଏନ୍ଓଡିଏଲ୍ ନିଜର ଗ୍ରାହକମାନଙ୍କର ବିଶ୍ୱାସକୁ ମଜଭୂତ କରିବା ପାଇଁ ଅତ୍ୟାଧୁନିକ ଟେକ୍ନୋଲୋଜି ଏବଂ ଅଗ୍ରଣୀ ଗ୍ରାହକ ସହାୟତା ବ୍ୟବସ୍ଥା ମାଧ୍ୟମରେ ସର୍ବୋଚ୍ଚ ସେବା ଯୋଗାଇ ଅନଲାଇନ ବିଲ୍ ପେମେଣ୍ଟ ପ୍ରକ୍ରିୟାକୁ ସଙ୍କୋଚଶୂନ୍ୟ କରୁଅଛି।

ତେବେ ଆସନ୍ତୁ ଏବଂ ଆମର ସୁରକ୍ଷିତ ଅନଲାଇନ ପେମେଣ୍ଟ ଗେଟୱେ ମାଧ୍ୟମରେ ବିଲ ପୈଠ କରନ୍ତୁ କୌଣସି ବି ସ୍ଥାନରୁ ।