ଗ୍ରାହକ ଜୋନ୍

ନୂତନ ସଂଯୋଗ

ଟିପିଏନ୍ଓଡିଏଲ୍ ର ନୂତନ ସଂଯୋଜନା ଲାଭ କରନ୍ତୁ ଅନଲାଇନରେ !

କେବଳ ସ୍ୱଳ୍ପମାତ୍ର ଆଙ୍ଗୁଠି ସ୍ପର୍ଶରେ ଆପଣ ଲାଭ କରିପାରିବେ ଟିପିଏନ୍ଓଡିଏଲ୍ ର ନୂତନ ବିଦ୍ୟୁତ ସଂଯୋଜନା। ଅନଲାଇନରେ ଦାଖଲ ଏବଂ ତାର ପରବର୍ତ୍ତୀ ପ୍ରକ୍ରିୟାଗୁଡିକ ଖୁବ୍ ତ୍ୱରାନ୍ୱିତ ହୋଇଥାଏ। କୋଭିଡ-୧୯ ମହାମାରୀ ସମୟରେ ଅଫିସ ଆସି ଆବେଦନ କରିବାରୁ କ୍ଷାନ୍ତ ହୁଅନ୍ତୁ ଏବଂ ନିମ୍ନଲିଖିତ ଧାରାଗୁଡିକ ଅନୁସରଣ କରି ନିଜର କାର୍ଯ୍ୟାନୁଷ୍ଠାନ କିମ୍ବା ଘରେ ଅନଲାଇନରେ ଟିପିଏନ୍ଓଡିଏଲ୍ ସଂଯୋଜନା ଲାଭ କରନ୍ତୁ।

ଟିପିଏନ୍ଓଡିଏଲ୍, ଓଡିଶାର ନୂତନ ବିଦ୍ୟୁତ୍ ସଂଯୋଜନା ପାଇଁ କିପରି ଆବେଦନ କରିବେ?

  • ଆମର ୱେବସାଇଟ୍ କୁ ଆସନ୍ତୁ https://www.tpnodl.com/
  • ୱେବସାଇଟର ହୋମପେଜ୍ ରେ ଥିବା ତୁରନ୍ତ ଲିଙ୍କ୍ ମାଧ୍ୟମରେ ଯାହାକି କଞ୍ଜୁମର ଜୋନ୍ ବିଭାଗର ନ୍ୟୁ କନେକ୍ସନ/ ନୂତନ ସଂଯୋଜନା ପେଜ କୁ ସ୍ଥାନାନ୍ତରିତ ହେଉଅଛି, ସେହିଠାରେ କ୍ଲିକ୍ କରି ନୂତନ ସଂଯୋଜନା ପାଇଁ ଆବେଦନ କରିପାରିବେ।
  • ନିଜର ସଂଯୋଜନା/କନେକ୍ସନ ଟାଇପ୍/ ଶ୍ରେଣୀ ଚୟନ କରନ୍ତୁ ଏଲଟି କନେକ୍ସନ ୫ କିଲୋୱାଟ ପର୍ଯ୍ୟନ୍ତ, ଏଲଟି ୩ ଫେଜ କନେକ୍ସନ ଏଚଟି କିମ୍ବା ଇଏଚଟି କନେକ୍ସନ ମଧ୍ୟରୁ ଚୟନ କରନ୍ତୁ।
  • ଏକ ନିର୍ଦ୍ଦିଷ୍ଟ ଲିଙ୍କ ମାଧ୍ୟମରେ ପ୍ରଯୁଜ୍ୟ ଓଟିପି ଯୋଗେ ନିଜର ମୋବାଇଲ ନମ୍ବର ତନ୍ନିତ କରାନ୍ତୁ।
  • ଟିପିଏନ୍ଓଡିଏଲ୍, ଓଡିଶା ନୂତନ ବିଜୁଳି ସଂଯୋଜନା ପାଇଁ ଅନଲାଇନ ଆବେଦନ ପତ୍ର ପୂରଣ କରନ୍ତୁ।
  • ଦରକାରୀ ଦସ୍ତାବିଜ ଅପଲୋଡ଼ କରନ୍ତୁ।
  • ଆମର ସୁରକ୍ଷିତ ପେମେଣ୍ଟ ଗେଟୱେ ମାଧ୍ୟମରେ ନିଃସଙ୍କୋଚରେ ଆବଶ୍ୟକୀୟ ଦେୟ ପୈଠ କରନ୍ତୁ।
  • ଅନଲାଇନ ମାଧ୍ୟମରେ ନିଜର ଆବେଦନର ଗତିଶୀଳତା ପର୍ଯ୍ୟବେକ୍ଷଣ କରନ୍ତୁ।

ଆଗକୁ ବଢନ୍ତୁ। ନିଜର ଚାହିଦା ମୁତାବକ ଟିପିଏନ୍ଓଡିଏଲ୍, ଓଡିଶାରେ ନୂତନ ସଂଯୋଜନା ପାଇଁ ଆବେଦନ କରିପାରନ୍ତି କିମ୍ବା ନିମ୍ନଲିଖିତ ଲିଂକରେ କ୍ଲିକ କରି ଆବେଦନର ଗତାନୁଗତିକ ଧାରାକୁ ତଦାରଖ କରିପାରନ୍ତି। :

ସଂଯୋଜନାର ଗତାନୁଗତିକତା ଜାଣନ୍ତୁ

ଘୋଷଣାନାମା ତଥା ତତ୍ତ୍ଵIବଧାନତା

ଅତିରିକ୍ତ ଦସ୍ତାବିଜ ପାଇଁ ଫର୍ମ








ଆମର କଞ୍ଜୁମର ପୋର୍ଟାଲରେ ନିଜକୁ ପଞ୍ଜୀକୃତ କରିବା ପାଇଁ ଭୁଲନ୍ତୁ ନାହିଁ।

ଠିକାଦାର ସମୂହ ବିବରଣୀ -

ସ୍ଥିରୀକୃତ ଉପକରଣ ବିବରଣୀ -