ଭେଣ୍ଡର ଜୋନ୍

ବିଲ୍ ଇନୱାର୍ଡ ରିସେପସନ୍ ଡେସ୍କ

ବାର୍ଡ ଆପ୍ଲିକେସନ

ଭେଣ୍ଡରମାନଙ୍କର ଅନୁଭୂତିକୁ ସୁଦୃଢ଼ କରିବା ପାଇଁ ଟିପିଏନ୍ଓଡିଏଲ୍ ତରଫରୁ ବିଲ୍ ଇନୱାର୍ଡ ରିସେପସନ୍ ଡେସ୍କ(ବାର୍ଡ) ଆପ୍ଲିକେସନ ନିୟୋଜିତ କରିଛନ୍ତି। ବାର୍ଡ ଆପ୍ଲିକେସନର ବିଶେଷତାଗୁଡିକ ନିମ୍ନରେ ପ୍ରଦତ୍ତ।:-

  • ଟିପିଏନ୍ଓଡିଏଲ୍ ଭେଣ୍ଡରମାନଙ୍କ ଦ୍ୱାରା ଦାଖଲ କରାଯାଉଥିବା ବିଲ୍ ଗୁଡିକ କେନ୍ଦ୍ରୀୟ ପରିଚାଳନା ତଥା ତଦାରଖ ନିମନ୍ତେ ବାର୍ଡ ସାଧ୍ୟତା ବହନ କରୁଛି।
  • ଟିପିଏନ୍ଓଡିଏଲ୍ ଅଧିନସ୍ଥ କୌଣସି ୭ଟି ବାର୍ଡ ଡେସ୍କରେ ଭେଣ୍ଡରମାନେ ନିଜର ଇନଭଏସ୍ ଦାଖଲ କରିପାରିବେ।
  • ବାର୍ଡ ଡେସ୍କର ନିର୍ଦ୍ଦିଷ୍ଟ ମେଲ୍ ଆଇଡି ମାଧ୍ୟମରେ ମଧ୍ୟ ଭେଣ୍ଜରମାନେ ନିଜର ଇନଭଏସ୍ ଦାଖଲ କରିପାରିବେ।

ବାର୍ଡ ଡେସ୍କ ସମୂହ

କର୍ପୋରେଟ ଅଫିସ-ବାର୍ଡ ଡେସ୍କ
କର୍ପୋରେଟ ଅଫିସ, ଟିପି ନର୍ଦର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନ୍ଓଡିଏଲ୍)
ରେଜିଷ୍ଟର ଏବଂ କର୍ପୋରେଟ ଅଫିସ,ଜାନୁଗଞ୍ଜ, ରେମୁଣା ଗୋଲେଇ, ଜିଲ୍ଲା-ବାଲେଶ୍ୱର
ପିନ୍-୭୫୬୦୧୯
ଜିଲ୍ଲା-ବାଲେଶ୍ୱର, ଓଡିଶା
ମେଲ ଆଇଡି- birddesk.corporate@tpnodl.com


ସେଣ୍ଟ୍ରାଲ ଷ୍ଟୋର-ବାର୍ଡ ଡେସ୍କ
ସେଣ୍ଟ୍ରାଲ ଷ୍ଟୋର, ଟିପି ନର୍ଦର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନ୍ଓଡିଏଲ୍)
ଇଏସଡି ବାଲେଶ୍ଵର, ବାଲିଆ
ପିନ୍-୭୫୬୦୦୧, ଜିଲ୍ଲା-ବାଲେଶ୍ୱର
ମେଲ ଆଇଡି- birddesk.censtore@tpnodl.com


ବାଲେଶ୍ୱର ସାର୍କଲ-ବାର୍ଡ ଡେସ୍କ
ଅଫିସ୍, ଅଧିକ୍ଷଣ ଯନ୍ତ୍ରୀ, ବାଲେଶ୍ଵର ସାର୍କଲ, ଟିପି ନର୍ଦର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନ୍ଓଡିଏଲ୍)
ଗୁଡିପଡା, ପୋ-ଶୋଭାରାମପୁର
ପିନ୍-୭୫୬୦୦୧ ଜିଲ୍ଲା-ବାଲେଶ୍ୱର
ମେଲ ଆଇଡି- birddesk.balasore@tpnodl.com


ଭଦ୍ରକ ସାର୍କଲ -ବାର୍ଡ ଡେସ୍କ
ଅଫିସ୍, ଅଧିକ୍ଷଣ ଯନ୍ତ୍ରୀ, ଭଦ୍ରକ ସାର୍କଲ, ଟିପି ନର୍ଦର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନ୍ଓଡିଏଲ୍)
ଗଡସାହି, ପୋ-ଭଦ୍ରକ
ପିନ୍-୭୫୬୧୦୦, ଜିଲ୍ଲା-ଭଦ୍ରକ
ମେଲ୍ ଆଇଡି- birddesk.bhadrak@tpnodl.com


ଯାଜପୁର ସାର୍କଲ-ବାର୍ଡ ଡେସ୍କ
ଅଫିସ୍, ଅଧିକ୍ଷଣ ଯନ୍ତ୍ରୀ ଯାଜପୁର ସାର୍କଲ, ଟିପି ନର୍ଦର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନ୍ଓଡିଏଲ୍)
ଧବଳଗିରି ପୋ-ଯାଜପୁର ରୋଡ
ପିନ୍-୭୫୫୦୧୯, ଜିଲ୍ଲା-ଯାଜପୁର
ମେଲ ଆଇଡି- birddesk.jajpur@tpnodl.com


କେନ୍ଦୁଝର ସାର୍କଲ-ବାର୍ଡ ଡେସ୍କ
ଅଫିସ୍, ଅଧିକ୍ଷଣ ଯନ୍ତ୍ରୀ, କେନ୍ଦୁଝର ସାର୍କଲ, ଟିପି ନର୍ଦର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନ୍ଓଡିଏଲ୍), ପାୱାର ହାଉସ୍ କକ୍ୟାମ୍ପସ୍
ଆଟ୍/ପୋ- କେନ୍ଦୁଝର, ପିନ୍-୭୫୮୦୦୧
ଜିଲ୍ଲା-କେନ୍ଦୁଝର
ମେଲ ଆଇଡି- birddesk.keonjhar@tpnodl.com


ବାରିପଦା ସାର୍କଲ-ବାର୍ଡ ଡେସ୍କ
ଅଫିସ୍, ଅଧିକ୍ଷଣ ଯନ୍ତ୍ରୀ, ବାରିପଦା ସାର୍କଲ, ଟିପି ନର୍ଦର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନ୍ଓଡିଏଲ୍) ବାଘରା ରୋଡ୍, ପୋ-ବାରିପଦା
ପିନ୍-୭୫୭୦୦୧, ଜିଲ୍ଲା-ମୟୂରଭଞ୍ଜ
ମେଲ୍ ଆଇଡି- birddesk.baripada@tpnodl.com