Renewable Energy

PM Suryaghar Muft Bijli Yojana

PM - Surya Ghar: Muft Bijli Yojana

ପିଏମ୍ - ସୂର୍ଯ୍ୟ ଘର: ମୁଫ୍ତ ବିଜୁଳି ଯୋଜନା

ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନା ଅଧୀନରେ ଗ୍ରୀଡ୍-ସଂଯୁକ୍ତ ଛାତ ଉପରେ ସୌର ପେନାଲ୍ ସ୍ଥାପନ ପ୍ରଣାଳୀ ବେଶ୍ ସହଜ। ଏହାର ସଂସ୍ଥାପନା ସହଜ ହେବା ସହ ଏହା ସ୍ୱଳ୍ପ ରକ୍ଷଣାବେକ୍ଷଣ ଓ ଉଚ୍ଚ ସ୍ଥାୟୀତ୍ୱ ଅନ୍ତର୍ଭୁକ୍ତ। ସୌରଶକ୍ତି ବ୍ୟବହାର କରି ଉପଭୋକ୍ତାମାନେ ସେମାନଙ୍କର ବିଦ୍ୟୁତ୍ ବିଲ୍ ଯଥେଷ୍ଟ ହ୍ରାସ ସାଙ୍ଗକୁ ଅର୍ଥ ସଞ୍ଚୟ କରିପାରିବେ। ନବୀକରଣଯୋଗ୍ୟ ଶକ୍ତିର ସୁବିନିଯୋଗ ସହ ସୁନ୍ଦର ଓ ସବୁଜ ଭବିଷ୍ୟତ ଗଠନ କ୍ଷେତ୍ରରେ ଏହାର ଯୋଗଦାନ ବେଶ୍ ଗୁରୁତ୍ୱପୂର୍ଣ୍ଣ ।

ରୁଫ୍ ଟପ ସୋଲାର ସ୍ଥାପନା ପାଇଁ ସରକାରୀ ସବସିଡି ବ୍ୟବସ୍ଥା :

କିଲୋୱାଟ୍ କେନ୍ଦ୍ର ସରକାରଙ୍କ ସବସିଡି ରାଜ୍ୟ ସରକାରଙ୍କ ସବସିଡି ସମୁଦାୟ ସବସିଡି
୩୦,୦୦୦ ଟଙ୍କା ୨୫,୦୦୦ ଟଙ୍କା ୫୫,୦୦୦ ଟଙ୍କା
୬୦,୦୦୦ ଟଙ୍କା ୫୦,୦୦୦ ଟଙ୍କା ୧,୧୦,୦୦୦ ଟଙ୍କା
୩ ଏବଂ ଊର୍ଦ୍ଧ୍ଵ ୭୮,୦୦୦ ଟଙ୍କା ୬୦,୦୦୦ ଟଙ୍କା ୧,୩୮,୦୦୦ ଟଙ୍କା

ଏହି ଯୋଜନାର ପ୍ରମୁଖ ଲାଭ :

ଅଧିକ ସହାୟତା ଚାହାଁନ୍ତି କି ?

ଆଜି ହିଁ ଆବେଦନ କରନ୍ତୁ : Click on www.pmsuryaghar.gov.in!

ଡାଉନଲୋଡ୍ କରିବା ପାଇଁ କ୍ଲିକ୍ କରନ୍ତୁ :